୨ରୁ ୩ଦିନରେ ଓଡ଼ିଶାଛୁଇଁବ ମୌସୁମି

0 66

ଭୁବନେଶ୍ଵର,୬ା୬(ଏସଏସନିଉଜ) ୨ରୁ ୩ ଦିନରେ ଓଡ଼ିଶା ଛୁଇଁବ ମୌସୁମିା ଓଡ଼ିଶାକୁ ମୌସୁମି ଆସିବା ପାଇଁ ପାଗ ଅନୁକୂଳ ରହିଛି। ପ୍ରଥମେ ଦକ୍ଷିଣ ଓଡ଼ିଶା ପ୍ରବେଶ କରିବ ମୌସୁମି।ପରେ ରାଜ୍ୟର ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ ମୌସୁମି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକାଙ୍କ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.