ଓଲଟିଲା ପିକ୍ଅପ୍ ଭ୍ୟାନ୍

ବଲାଙ୍ଗିର,୨୭/୯(ଏସଏସ ନିଉଜ) ସଦେଇପାଲି ଛକ ନିକଟରେ ଏକ ଘରକୁ ଧକ୍କା ଦେଇ ଓଲଟିଲା ବିଦ୍ୟୁତ୍‌ ଖୁଣ୍ଟ ବୋଝେଇ ପିକ୍ଅପ୍ ଭ୍ୟାନ୍ ।ଏହି ଦୁର୍ଘଟଣାରେ ଜଣେ ଶ୍ରମିକ ମୃତୁବାରଣ କରିଥିବାବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି।

- Advertisement -

Leave A Reply

Your email address will not be published.