୧୯ରେ ଯୁକ୍ତ ୨ ବାଣିଜ୍ୟ ଫଳ

0 570

ଭୁବନେଶ୍ୱର,୧୭/୮(ଏସ ଏସ ନିୟୁଜ ) ୧୯ ତାରିଖରେ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଏହି ଦିନ ପୂର୍ବାହ୍ନ ୧୧ଟା ୩୦ରେ ପରୀକ୍ଷାଫଳ ପ୍ରକାଶ ପାଇବ । ସେହିପରି ଅଗଷ୍ଟ ୩୧ ତାରିଖ ସୁଦ୍ଧା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ ବାହାରିବ ବୋଲି  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.