୧୭ରେ ଖୋଲିବ ବିଦ୍ୟାଳୟ

0 43

ଭୁବନେଶ୍ଵର,୮ା୬(ଏସଏସନିଉଜ) ୧୭ତାରିଖରେ ବିଦ୍ୟାଳୟ ଖୋଲିବାକୁଯାଉଛି ।ଏଥିପାଇଁ ସପ୍ତାହେ ପୂର୍ବରୁ ପ୍ରସ୍ତୁତ ହେବେ କୃର୍ତ୍ତୁପକ୍ଷା ଶ୍ରେଣୀ ଗୃହ ଶୌଚାଳୟ ଓ କ୍ୟାମ୍ପସକୁ ସଫେଇ କରାଯିବା ସ୍ମାଟ କ୍ଲାସ ରୁମ ଓ ଇ ଲାଇବ୍ରେରୀ ପ୍ରସ୍ତୁତ ରଖାଯିବ ।ମଧ୍ୟାହ୍ନ ଭଜନ ପାଇଁ ସାମଗ୍ରୀ ଯାଞ୍ଚ କରିବେ ପାଚିକା ।ବିଦ୍ୟାଳୟରେ ଶିକ୍ଷକମାନେ ଶ୍ରେଣୀଗୃହରେ ପିଲାମାନଙ୍କୁ ପାଠନପଢାଇ ମୋବାଇଲ ଦେଖିବା ଅଭ୍ୟାସ ବନ୍ଦ କରିବାକୁ କୁହାଯାଇଛି ।ଏହାସହ ପାନୀୟ ଜଳକୁ ଗୁରୁତ୍ୱ ଦିଆଯିବ ଓ ପିଲାଙ୍କୁ ଶୁଦ୍ଧପାଣି ଯୋଗାଇବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି ।

Leave A Reply

Your email address will not be published.