୧୨ଘଣ୍ଟାରେ ଗଭୀର ଅବପାତ

ଭୁବନେଶ୍ୱର,୨୩/୧୦(ଏସଏସ ନିଉଜ)୧୨ଘଣ୍ଟାରେ ଗଭୀର ଅବପାତ ହୋଇ ୫୦ରୁ ୭୦କିମି ବେଗରେ ବହିପାରେ ପବନ ।ମୟୂରଭଞ୍ଜ, ବାଲେଶ୍ଵର ଓ ଭଦ୍ରକ୩ ଜିଲ୍ଲାରେ ୨୫ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।କଟକ ଓ ଜଗତସିଂହପୁରରେ, ବାଲେଶ୍ଵର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ।୪୫ରୁ ୬୫ କିମି ବେଗରେ ବହିପାରେ ପବନ।୨୪ରେ ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

- Advertisement -

Leave A Reply

Your email address will not be published.