ବିଜେପିଉପରେ ବର୍ଷିଲେ ସସ୍ମିତପାତ୍ର

0 53

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଜମିମାଫିଆ ,ଠକ ଓ ଗୁଣ୍ଡାଙ୍କ ଦଳ ହେଉଛି ବିଜେପି।ସବୁଠାରୁ ବଡ଼ ଜମିମାଫିଆ ହେଉଛନ୍ତି ବିଜେପି ନେତା ବୈଜୟନ୍ତ ପଣ୍ଡା।ସାରୁଅଜମି ଦଖଲ କିଏ କରିଥିଲା ବୋଲି ପଚାରିଲା ବିଜେଡ଼ି।ବୈଜୟନ୍ତଙ୍କ ବିରୋଧରେ ଅଛି ଜମି ଜବରଦଖଲ ମାମଲା।ବୈଜୟନ୍ତଙ୍କ ମାଲିକାନାରେ ଥିବା ଘରୋଇ ଚ୍ୟାନେଲ ବିରୋଧରେ ମଧ୍ୟ ସମାନ ଅଭିଯୋଗ ରହିଛି।ବାହାମାସ ସ୍କାଣ୍ଡାଲରେ ଆସିଥିଲା ବୈଜୟନ୍ତଙ୍କନାମ।ତିନୋଟି କମ୍ପାନୀଦ୍ୱାରା ହାୱାଲା ମାଧ୍ୟମରେ ଆସୁଥିଲା ଟଙ୍କା।ବିଜେପି ଗୁଣ୍ଡାଙ୍କୁ ପାଳୁଛି।ପ୍ରଶାନ୍ତଜଗଦ୍ଦେବ ଗୋଟିଏ ସମୟରେ ବିଜେପିନେତା ଓ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ।ଜନବିରୋଧୀକାର୍ଯ୍ୟ ପାଇଁ ଯେଉଁ ପ୍ରଦୀପପାଣିଗ୍ରାହୀଙ୍କୁ ବିଜେଡ଼ିଦଳରୁ ବାହାର କରିଥିଲା ବିଜେପି ତାଙ୍କୁ ନିଜଦଳରେ ସାମିଲକରିଛି ବୋଲି ସମ୍ବିତ କହିଛନ୍ତି।

Leave A Reply

Your email address will not be published.