ଭଦ୍ରକ,୧।୩(ଏସଏସ ନିୟୂଜ)ବସ୍କୁ ପଛରୁ ପିଟିଲା କଣ୍ଟେନର।ଏହି ଦୁର୍ଘଟଣା ଯୋଗୁଁ ୧୦ ଜଣ ଆହତ ହୋଇଛନ୍ତି।ବସ୍କୁ ଧକ୍କା ଦେବା ପରେ ପଛକୁ ପଛ ପିଟିହେଲେ ୨ କଣ୍ଟେନରଭଣ୍ଡାରିପୋଖର ଥାନା ଛତାବର ନିକଟରେ ସିରିଜ୍ ଦୁର୍ଘଟଣା ଘଟିଛି।
ଆହତ ଯାତ୍ରୀଙ୍କୁ ଭଦ୍ରକରୁ କଟକ ସ୍ଥାନାନ୍ତର ସୂଚନା ମିଳିଛି।ବସ୍ରେ ୬୦ରୁ ଅଧିକ ଯାତ୍ରୀ ଟାଟାରୁ ପୁରୀ ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା।
Prev Post
Next Post