ନିର୍ଦୟୀ ମା,ପ୍ରେମିକ ସହ ମିଶି ପିଲାଙ୍କୁ ଦେଉଛି ଚେଙ୍କ

 

ବୁଭୁବନେଶ୍ୱର,୧୫/୧୧(ଏସଏସନିଉଜ) ସଇତାନ ସାଜିଥିଲା ମାଆ।ମାଆ ଆଗରେ ପ୍ରେମିକ ତିନିଦିନ ଧରି ବନ୍ଦଘରେ ଦୁଇପିଲାଙ୍କୁଚେଙ୍କ ଦେପିଲାଙ୍କୁଉଥିଲା ।ଶିଶୁ ଦିବସରେ ଏହିଭଳି ଘଟଣା ଭୁବନେଶ୍ବର ମୈତ୍ରୀବିହାର ଥାନା ମହାବୀର ନଗରବସ୍ତି ଅଞ୍ଚଳରେ ଘଟନା ।ବାପା ଅନୁପସ୍ଥିତିରେ ଯୁବକ ଜଣଙ୍କସବୁଦିନ ଘରକୁ ଯିବା ଆସିବା କରୁଥିଲା।ପୁରୁଷ ସହ ମାଆ ପର ସମ୍ପ ରଖିଥିଲା।ହେଲେ ଏହି ଘଟଣାକୁ ବିରୋଧ କରିଥିଲେ ଭାଇ ଭଉଣୀ ।ଯାହାଫଳରେ ଜନ୍ମକଲା ମାଆ ଆଗରେ ଆରମ୍ଭ ହୋଇଥିଲା ନିର୍ଯାତନା।ପ୍ରେମିକ ସହ ମିଶି ମାଆ ସାଜିଥିଲା ସଇତାନ ।ଖବର ପାଇପୋଲିସ ପିଲାଙ୍କୁ ଉଦ୍ଧାର କରି ମାଆକୁ ଅଟକ ରଖିଛି। ଘଟଣା ପରେ ଫେରାର ହୋଇଯାଇଥିବା
ପ୍ରେମିକକୁ ଧରିବା ପାଇଁ ଚଢାଉ ଜାରି ରଖିଛି ପୋଲିସ।

- Advertisement -

Leave A Reply

Your email address will not be published.