ଭଦ୍ରକ,୩୦।୧୨(ଏସ ଏସ ନିଉଜ)କେନ୍ଦୁଆପଦା ଷ୍ଟେସନ ନିକଟରେ କୋଇଲା ବୋଝେଇ ଟ୍ରେନ୍ରେ ନିଆଁ ଲାଗିଛି।ଫଳରେ ୮ରୁ ୧୦ ବଗିରେ ନିଆଁ ଲାଗିଥିବାର ଜଣାପଡିଛି।ଖବର ପାଇ ନିଆଁଲିଭାଇବାକୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଛି।

Prev Post
Next Post