ଆଜିର ଅନୁଚିନ୍ତା
କେହି ରହି ନାହିଁ ରହିବେ ନାହିଁ ଟି ଭବରଙ୍ଗ ଭୂମି ତଳେ , ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳବଳେ !!
ବେଳେ ବେଳେ ଲାଗେ ଯାହା ବିତିଯାଇଛି ତାକୁ ଭାବିବା ବୃଥା , କିନ୍ତୁ ସତ ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ !!
ନିଜର ଶକ୍ତି ସହିତ ଲଢ଼ନ୍ତୁ , ଅନ୍ୟ କାହାର ଦୁର୍ବଳତା ସହିତ ନୁହେଁ କାରଣ ପ୍ରକୃତ ସଫଳତା ନିଜ ପ୍ରୟାସରେ ମିଳିଥାଏ , ଅନ୍ୟର ପରାଜୟରେ ନୁହେଁ !!
ଏହା ଅପ୍ରିୟ ହେଲେ ବି ସତ ଯେ ଆପଣ ଜୀବନରେ ଯଦି ଖୁସିରେ ରହିବାକୁ ଇଛା କରୁଛନ୍ତି , ତେବେ ଅନ୍ୟ ଉପରେ ଆଶା ରଖିବା ଠିକ୍ ନୁହେଁ !!
ଆଜିର ନୀତିବାଣୀ
ଧର୍ମ ବା ଭଲ କର୍ମ ପଥରେ କଂଟା ଥାଏ ତଥାପି ତାହା ଆଲୋକିତ !!
”ଧୈର୍ଯ୍ୟ ଭୟକୁ ନାଶ କରେ !!
”ନଦୀ ତଟର ବୃକ୍ଷ କେବେବି ଉପୁଡି ପଡିପାରେ !!
ନଦୀ, ନିଆଁ, ନାରୀ, ଶସ୍ତ୍ରଧାରୀ, ନଖଥିବା ପ୍ରାଣୀ, ଶିଙ୍ଗ ଥିବା ପଶୁ ଏବଂ ରାଜପରିବାରର ଲୋକଙ୍କୁ ବିଶ୍ୱାସ କରିବା ଦୁର୍ଭାଗ୍ୟଜନକ !!
ନଦୀର ପ୍ରଖର ସ୍ରୋତ ଆଗକୁ ଯିବା ଉଚିତ୍ ନୁହେଁ !!
ନାରୀ ଘରକୁ ସ୍ୱର୍ଗରେ ପରିଣତ କରିପାରେ ପୁଣି ନର୍କ ବି ବନାଇ ଦେଇପାରେ !!ଆଜିର ଦିନଟି ମଙ୍ଗଳମୟ ହେଉ,ଶୁଭ ସକାଳ।
Prev Post
Next Post